ଲୁଚା ଛପାରେ ଚାଲିଛି ଫିଲ୍ମ ସୁଟିଂ: ରଜ ଗଲା, ଏବେ ପୂଜା ବଜାର ଉପରେ ନଜର

ଭୁବନେଶ୍ବର: ଧାରାବାହିକର ଇନ୍‌ଡୋର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ଫିଲ୍ମ ସୁଟିଂ ପାଇଁ ବିଧିବଦ୍ଧ ଅନୁମତି ମିଳି ନାହିଁ। ହେଲେ କିଛି ଅଟକି ରହିଥିବା ପ୍ରୋଜେକ୍ଟ ପୁଣି ଆରମ୍ଭ ହୋଇଛି। କିଛି ପ୍ରଯୋଜନା ସଂସ୍ଥା ସ୍ବଳ୍ପ କର୍ମୀଙ୍କୁ ନେଇ ସୁଟିଂ ଆରମ୍ଭ କରି ଦେଇଛନ୍ତି। କିଛି ନିର୍ଦିଷ୍ଟ ପ୍ରଯୋଜନା ସଂସ୍ଥାର କର୍ମକର୍ତାଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଢେର୍‌ ଦିନ ଧରି କାମ ଅଟକି ରହିବା ପରେ ନିର୍ଦିଷ୍ଟ ଗାଇଡ୍‌ଲାଇନ … Continue reading ଲୁଚା ଛପାରେ ଚାଲିଛି ଫିଲ୍ମ ସୁଟିଂ: ରଜ ଗଲା, ଏବେ ପୂଜା ବଜାର ଉପରେ ନଜର